This browser does not support the video element.
ଢେଙ୍କାନାଳ ସଦର: ସହରସ୍ଥ ସୂର୍ଯ୍ୟ ମଣ୍ଡପଠାରେ ମିଳିତ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଭଷାଣୀ ଉତ୍ସବ ପାଇଁ ପ୍ରସ୍ତୁତ ବୈଠକ
Dhenkanal Sadar, Dhenkanal | Oct 8, 2025
ଢେଙ୍କାନାଳର ଗଣ ପର୍ବ ବିଶ୍ଵ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ୧୪ ତାରିଖରେ ଶେଷ ହେବ। ୧୫ତାରିଖ ଦିନ ସମସ୍ତ ୩୮ ବଜାର ପକ୍ଷରୁ ମିଳିତ ଭାଷାଣୀ ଉତ୍ସବ ଅନୁଷ୍ଠିତ ହେବ । ଭଷାଣୀ ଉତ୍ସବ କିଭଳି ଭାବେ ଶାନ୍ତି ଶୃଙ୍ଖଳାର ସହିତ କରାଯିବ ତାହାକୁ ନେଇ ମଙ୍ଗଳ ବାର ଦିନ ରାତିରେ ଏକ ପ୍ରସ୍ତୁତ ବୈଠକ ହୋଇଥିଲା । ସେହି ବୈଠକ ମିଳିତ ଗଜଲକ୍ଷ୍ମୀ ପୂଜାର ସଭାପତି ରୁଦ୍ର ନାରାୟଣ ତ୍ରିପାଠୀ,ସଂପାଦକ ପିତବାସ ସାହୁ ଓ ଆୟୋଜକ ମିନା ବଜାର ପୂଜା କମିଟିର ସଭାପତିଙ୍କ ମଞ୍ଚାସିନତାରେ ବିଭିନ୍ନ ଆଲୋଚନା ହୋଇଥିଲା l ଏହି ବୈଠକରେ ସମସ୍ତ ବଜାର ମାନଙ୍କର ସଭାପତି ସଂପାଦକ ମାନେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାରେ