This browser does not support the video element.
ନୟାଗଡ ସଦର: ବେଲବଣୀ ଠାରେ ଶବ ରଖି କ୍ଷତି ପୂରଣ ଦାବିରେ ରାସ୍ତା ରୋକ, ପୋଲିସ ର ହସ୍ତକ୍ଷେପ ପରେ ହଟିଲା ରାସ୍ତା ରୋକ
Nayagarh Sadar, Nayagarh | Aug 31, 2025
ସୂଚନା ଅନୁଯାୟୀ ଆଜି 9ଘଟିକା ସମୟ ରେ ବେଲବଣୀ ଠାରେ କ୍ଷତି ପୂରଣ ଦାବିରେ ଶବ ରଖି ପରିବାର ଲୋକେ ରାସ୍ତା ରୋକ କରିଥିବା ସୂଚନା ମିଳିଥିବା ବେଳେ, ପୋଲିସ ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ ପରେ ରାସ୍ତା ରୋକ ହଟିଛି ଶବ ବ୍ୟବଛେଦ ନିମନ୍ତେ ମୁଖ୍ୟ ଚିକତ୍ସା ଳୟ ଶବ ଗୃହ କୁ ପଠା ଯାଇଥିବା ବେଳେ ସୂଚନା ଅନୁଯାୟୀ ବେଲବଣୀ ଠାରେ ଏଆର ସି ଏସକମ୍ପାନୀ ପକ୍ଷରୁ ଓଭରବ୍ରିଜ କାମଚାଲୁ ରହିଥିବା ବେଳେ କମ୍ପାନୀ ପକ୍ଷରୁ ଖାଲ ମଡ଼ା ଗ୍ରାମର ଉମାକାନ୍ତ ପରିଡା କାର୍ଯ୍ୟ କରିବା ପାଇଁ ନିଯୁକ୍ତି ହୋଇଥିଲେ, ଦୀର୍ଘ 5ବର୍ଷ ଧରି କରି ଆସୁଥିବା ବେଳେ ଗଲା ଜୁଲାଇ ମାସ 16ତାରିଖ ରେ କାମ କରୁଥିବା ବେଳେ କୌଣସି କ