Download Now Banner

This browser does not support the video element.

ପାଲଲହଡା: ପାଲଲହଡ଼ାରେ ସମ୍ବାଦ ତରଫରୁ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ

Palalahada, Angul | Aug 26, 2025
ପାଲଲହଡ଼ା ଠାରେ ଅଗ୍ରଣୀ ଖବର କାଗଜ ସମ୍ବାଦ ତରଫରୁ ପରିବେଶ ପଞ୍ଚାୟତ ମଙ୍ଗଳବାର ସକାଳ ୧୦ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଯୋଗଦେଇ ପ୍ରତ୍ୟେକ ପଞ୍ଚାୟତକୁ ସବୁଜ ପରିବେଶ ସହ ସୁସ୍ଥ ବାତାବରଣ ଭାବେ ଗଢି ତୋଳିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।
Read More News
T & CPrivacy PolicyContact Us