Download Now Banner

This browser does not support the video element.

ରେଢାଖୋଲ: ସୁରତରେ ସୁଦମୁଣ୍ଡା ଗ୍ରାମର ଶ୍ରମିକର ମୃତ୍ୟୁ , ହତ୍ୟା ଅଭିଯୋଗ

Rairakhol, Sambalpur | Oct 4, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କଦଳୀଗଡ ପଞ୍ଚାୟତ ଅନ୍ତର୍ଗତ ସୁଦମୁଣ୍ଡା ଗ୍ରାମର ଜଗନ୍ନାଥ ବାଘ ନାମକ ଜଣେ ଯୁବକ ସୁରତ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଖବର ପାଇ ଜଗନ୍ନାଥ ବାଘ ଙ୍କ ବାପା ଦୁତିଆ ବାଘ ତାଙ୍କ ପରିବାର ଲୋକଙ୍କୁ ସୁରତ ପଠାଇଥିଲେ। ହେଲେ ସେମାନେ ସୁରତ ଯାଇ ଦେଖିଲେ ଯେ ଜଗନ୍ନାଥ ଙ୍କ ଶରୀରର ବେକ ଓ ଅଣ୍ଟା ରେ ମାଡ଼ ମରାଯାଇଥିବାର ପଚା ଦାଗ ରହିଛି । ତେଣୁ ତାଙ୍କୁ ପିଟି ପିଟି ହତ୍ୟା କରିଦେଇଥିବା ସନ୍ଦେହ ହେଉଛି ।‌
Read More News
T & CPrivacy PolicyContact Us