Download Now Banner

This browser does not support the video element.

ଢେଙ୍କାନାଳ ସଦର: କାଠସଙ୍ଖଠାରେ ମଧ୍ୟ ରାତ୍ରିରେ ଶେଷ ହେଲା ଗଣପତି ବାବାଙ୍କ ବିସର୍ଜନ

Dhenkanal Sadar, Dhenkanal | Sep 4, 2025
ଢେଙ୍କାନାଳ ସହରରେ ଅନୁଷ୍ଠିତ ଗଣେଶ ପୂଜା ଶେଷ ହୋଇ ଗତ ମଧ୍ୟରାତ୍ର ୧୨ଟା ୩୦ରେ ଶେଷ ମେଢ ବିସର୍ଜନ ହୋଇଯାଇଛି। ଗତ କାଲି ଦିନ ତମାମ ବାରମ୍ବାର ବର୍ଷା ସତ୍ତ୍ୱେ ଭାଷାଣୀ ଶାନ୍ତି ଶଙ୍ଖଳାର ସହିତ ଶେଷ ହୋଇଯାଇଛି।
Read More News
T & CPrivacy PolicyContact Us