Download Now Banner

This browser does not support the video element.

ରାୟଗଡା: ରାୟଗଡ଼ାର ସ୍ଥାନୀୟ ଉତ୍କଳ ଗୌରବ ମଧୂସୁଦନ ବୈଷୟିକ ଅନୁଷ୍ଠାନ, ରାୟଗଡା ପରିସରରେ ଆଇନସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା ଶିବିର ଅନୁଷ୍ଠିତ

Rayagada, Rayagada | Sep 3, 2025
ରାୟଗଡ଼ାର ସ୍ଥାନୀୟ ଉତ୍କଳ ଗୌରବ ମଧୂସୁଦନ ବୈଷୟିକ ଅନୁଷ୍ଠାନ, ରାୟଗଡା ପରିସରରେ ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ଏଥିରେ ପୋକ୍ସ ଆକ୍ଟ , ଭିକ୍ଟିମ କମ୍ପେନସେସନ ସ୍କିମ ଓ ଏସିଡ୍ ଆକ୍ରାନ୍ତ ପିଡିତା ମାନଙ୍କ ପାଇଁ ଉପଲବ୍ଧ ଥିବା ଆଇନ୍ ସେବା ସମ୍ବନ୍ଧିତ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ  ହୋଇଯାଇଛି୤ I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ଥାନାର ଏସ୍.ଡି.ପି.ଓ ଗୌରହ
Read More News
T & CPrivacy PolicyContact Us