Install App
parikhita02
This browser does not support the video element.
ଆଠମଲ୍ଲିକ: ଗଞ୍ଜେଇ ଜବତ , ଜଣେ ଗିରଫ ଅନୁଗୋଳ ଜିଲ୍ଲା କିଶୋରନଗର ଥାନା କଦଳୀମୁଣ୍ଡା ଛକ ନିକଟରୁ ରବିବାର ଦିନ କିଶୋରନଗର ପୋଲିସ ଚଢାଉ କରି କଦଳିମୁଣ୍ଡା
Athmallik, Angul | Aug 25, 2025
ଛକ ନିକଟରୁ ରବିବାର ଦିନ କିଶୋରନଗର ପୋଲିସ ଚଢାଉ କରି କଦଳିମୁଣ୍ଡା ଗ୍ରାମର ବରୁଣ ବେହେରା ଙ୍କ ଠାରୁ ୫ କେଜି ଗଞ୍ଜେଇ ଜବତ କରାଯାଇଛି । ଏଥିସହ ତାଙ୍କୁ ଗିରଫ କରାଯାଇଛି । ପୋଲିସ କହିଛି ଯେ ବୌଦ୍ଧ ଅଞ୍ଚଳ ରୁ ଏକ ବ୍ୟାଗ ଯୋଗେ ବରୁଣ ଗଞ୍ଜେଇ ନେଇ ଆସୁଥିବା ବେଳେ କଦଳୀମୁଣ୍ଡା ଛକ ନିକଟରୁ ଗଞ୍ଜେଇ ସହ ବରୁଣ ଙ୍କୁ ଗିରଫ କରା ଯାଇଥିଲା । ଏ ନେଇ ନମ୍ବର ୨୪୩/୨୫ ରେ ଏକ ମାମଲା ରୁଜୁ କରିଛି । ଏ ନେଇ କିଶୋରନଗର ପୋଲିସ ସୋମବାର ସନ୍ଧ୍ୟା 6. 30 ଟା ରେ ସୂଚନା ଦେଇଛନ୍ତି
Share
Read More News
T & C
Privacy Policy
Contact Us
Your browser does not support JavaScript!