Install App
khabr.malyabanta
This browser does not support the video element.
ମାଲକାନଗିରି: ଜିଲ୍ଲା ସୀମାନ୍ତ ତେରେମ ଅଂଚଳରେ ମାଓ ଦମନ ଅଭିଯାନ ବେଳେ ଦୁଇଟି ଆଇଡି ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କଲେ ଜବାନ
Malkangiri, Malkangiri | Sep 12, 2025
ମାଲକାନଗିରି ଜିଲ୍ଲା ସୀମାନ୍ତ ତେରେମ ଜଙ୍ଗଲରେ ମାଓ ଦମନ ନିମନ୍ତେ ଜବାନ ମାନେ ତଲାସୀ ଅଭିଯାନ କରୁଥିଲେ। ଏହି ସମୟରେ ଜବାନ ମାନେ ଦୁଇଟି ଆଇଡି ବୋମାକୁ ଠାବ କରିଥିଲେ । ଏହାକୁ ମାଓବାଦୀ ମାନେ ଖଞ୍ଜିଥିବା ବେଳେ ଜବାନ ମାନେ ଏହାକୁ ଉଧାର କରି ନିଷ୍କ୍ରିୟ କରିଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!