This browser does not support the video element.
ନୂଆପଡା: କୋମନା ବ୍ଲକର କୁରୁମପୁରି ଘାଟିପଡ଼ାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର; ଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ଲାଷ୍ଟିକ ମୁକ୍ତ ଗ୍ରାମପଞ୍ଚାୟତ ଉଦ୍ୟମ
Nuapada, Nuapada | Aug 24, 2025
ଆଜି ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କ ତତ୍ତ୍ଵାବଧାନରେ କୋମନା ବ୍ଲକ ଅନ୍ତର୍ଗତ କୁରୁମପୁରି ଗ୍ରାମପଞ୍ଚାୟତର ଘାଟିପଡ଼ା ଗ୍ରାମରେ ପ୍ରବାସୀ ଶ୍ରମିକ ମାନଙ୍କର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ।ସଭାରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଗ୍ରାମପଞ୍ଚାୟତ ପାଇଁ ଜିଲ୍ଲାପାଳ ସମସ୍ତ ଗ୍ରାମବାସୀଙ୍କୁ ଉଦବୋଧନ ଦେଇଥିଲେ ଏନେଇ ଗ୍ରାମରେ ଏକ ସ୍ଵଚ୍ଛତା କାର୍ଯ୍ୟକ୍ରମ ମଧ୍ଯ ଆୟୋଜନ ହୋଇଥିଲା । ଏଥିରେ ଜିଲ୍ଲାପାଳ ତଥା ବିଭିନ୍ନ ବିଭାଗର ଅଧିକାରୀମାନେ ଏବଂ ସମସ୍ତ ଗ୍ରାମବାସୀ ସ୍ୱଚ୍ଛତା କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରିଥିଲେ ।