Download Now Banner

This browser does not support the video element.

ନୟାଗଡ ସଦର: ମାଳିସାହି ଗାଁ ରେ ସାପ କାମୁଡା ରେ ଯୁବକ ମୃତ, ମୁଖ୍ୟ ଚିକିତ୍ସାଳୟ ରେ ଶବ ବ୍ୟବଛେଦ,

Nayagarh Sadar, Nayagarh | Sep 20, 2025
ମାଳିସାହି ଗାଁ ରେ ସାପ କାମୁଡା ରେ ଯୁବକ ମୃତ, ଆଜି 8ଘଟିକା ସମୟ ରେ ଶବ ବ୍ୟବଛେଦ,ସୂଚନା ଅନୁଯାୟୀ ଗତକାଲି4ଘଟିକା ସମୟ ରେ ମାଳିସାହି ଗାଁ ର ଅନନ୍ତ ନାୟକ ନିଜ ବିଲକୁ କାମ କରିବାକୁ ଯାଇ ଥିଲେ, ସେଠାରେ କୌଣସି ଏକ ବିଷାକ୍ତ ସାପ ତାଂକୁ କାମୁଡି ଦେଇଥିଲା, ସଂଗେ ସଂଗେ ଘରକୁ ଆସି ପରିବାର ଲୋକ ଙ୍କ ସହାୟତା ରେ ଆସି ଗତ ସନ୍ଧ୍ୟା 7ଘଟିକା ସମୟ ରେ ମୁଖ୍ୟ ଚିକିତ୍ସା ଳୟ ରେ ଭର୍ତି ହୋଇଥିଲେ,ଡାକ୍ତର ଦେଖିବା ପରେ ଅବସ୍ଥା ଗୁରୁତ୍ୱର ହେତୁ ତାଂକୁ ଡାକ୍ତର ଭୁବନେଶ୍ୱର ସ୍ଥାନାନ୍ତର କରିଥିଲେ,ଡାକ୍ତର ଙ୍କ ପରାମର୍ଶ କ୍ରମେ ତାଂକୁ ଭୁବନେଶ୍ୱରନିଆ ଯାଉଥିବା ବେଳେ ଅବସ୍ଥା ଗୁରୁତ୍ୱର ହେତୁ ପୁ
Read More News
T & CPrivacy PolicyContact Us