Download Now Banner

This browser does not support the video element.

ଅତାବିରା: କୁଦୋପାଲି ଜୁଆଆଡ୍ଡା ଉପରେ ପୋଲିସର ଚଢାଉ ,୧୨ଜଣ ଜୁଆଡି ଗିରଫ,ପ୍ରେସମିଟରେ ସୂଚନାଦେଲେ ଏସଡିପିଓ

Attabira, Bargarh (Baragarh) | Sep 8, 2025
ଭେଡେନ ଥାନା ଅଧିନ କୁଦୋପାଲିରେ ଗତକାଳି ରବିବାର ରାତି୧୦ଟାରେ ଘୁଡୁଘୁଡୁ ପଟ୍ଟି ରେ ଜୁଆଖେଳ ଚାଳିଥିବା ଭେଡେନ ପୋଲିସ ଖବର ପାଇ ଚଢାଉ କରି ୧୨ ଜଣ ଜୁଆଡିକୁ ଗିରଫ କରି ତାଂକ ଠାରୁ ଏକ ଲାଖ ୭୬ ହଜାର ୯୬୦ ଟଂକା ଜବତ କରିଛି |
Read More News
T & CPrivacy PolicyContact Us