Download Now Banner

This browser does not support the video element.

ରାଇରଙ୍ଗପୁର ସହର: ସରଗଡ଼ା ଗାଁ ନିକଟରେ ରୋଲର ଗାଡ଼ିରେ ପିଟି ହୋଇ ଶ୍ରମିକ ଗୁରୁତର

Rairangpur Town, Mayurbhanj | Sep 22, 2024
ଗତକାଲି ବିଳମ୍ବିତ ରାତ୍ରି ସମୟ ବିଜାତଳା ବ୍ଲକ ସରଗଡ଼ା ଗାଁ ନିକଟରେ ରୋଲର ଗାଡି କୁ ଅନ୍ୟ ଏକ ଟ୍ରକ ରେ ଲଡିଂ କରିବା ସମୟରେ ସନ୍ତୋଷ ମହାନ୍ତ ନାମକ ଶ୍ରମିକ ରୋଲର ରେ ପିଟି ହୋଇ ଥିଲା। ଏହା ପରେ ଗୁରୁତର ଯୁବକଙ୍କୁ ଅନ୍ୟ ସହଯୋଗୀ ମାନେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ବୋଲି ଆଜି ସକାଳ ୧୦ ଟା ସମୟ ଡାକ୍ତରଖାନା କତ୍ତୃପକ୍ଷ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us