Download Now Banner

This browser does not support the video element.

ଅନୁଗୋଳ: ହାଣ୍ଡିଧୁଆ ପ୍ରାଇମେରୀ ସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ

Anugul, Angul | Aug 31, 2024
ଶନିବାର ମଧ୍ୟାହ୍ନ ୧ ଘଟିକା ସମରେ ଅନୁଗୋଳ ଜିଲ୍ଲାପାଳ ହାଣ୍ଡିଧୂଆ ପ୍ରାଇମେରୀ ସ୍କୁଲ୍ ପରିଦର୍ଶନ କରିଥିବା ଜଣାପଡିଛି । ଏହି ଅବସରରେ ଜିଲ୍ଲାପାଳ ମହମଦ ଅବଦଲ ଅଖତର ସ୍କୁଲ୍ ପ୍ରଧାନଶିକ୍ଷକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ସ୍କୁଲ୍ ର ଚତୁପାଶ୍ୱର୍ ବୁଲି ଦେଖିଥିଲେ । ଏହି ପରିଦର୍ଶନ ବେଳେ ସ୍କୁଲର ବିଭିନ୍ନ ସମସ୍ୟା ବିଷୟରେ ଜିଲ୍ଲାପାଳଙ୍କୁ ସ୍କୁଲ ତରଫରୁ କୁହାଯାଇଥିଲା ।
Read More News
T & CPrivacy PolicyContact Us