This browser does not support the video element.
ସୁକିନ୍ଦା: ଓଳିଆ ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ,ଥାନାରେ ଅଭିଯୋଗ
Sukinda, Jajpur | Sep 7, 2025
ସୁକିନ୍ଦା ଥାନା ଅନ୍ତର୍ଗତ ଓଳିଆ ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ରକରି ଶନିବାର ଦିନ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା ଏହି ଗଣ୍ଡଗୋଳରେ ସ୍ବାମୀ ସ୍ତ୍ରୀ ଆହତ ହୋଇ କଟକ ସ୍ଥାନାନ୍ତରିତ ହୋଇଥିଲେ । ଏନେଇ ସୁକିନ୍ଦା ଥାନାରେ ଶନିବାର ଦିନ ଲିଖିତ ଅଭିଯୋଗ ହୋଇଥିବା ବେଳେ ରବିବାର ସନ୍ଧ୍ୟା 6 ଘଟିକା ସମୟରେ ଆହତ କୈଳାସ ଚନ୍ଦ୍ର ବେହେରା ସୁକିନ୍ଦା ଥାନା ଦ୍ଵାରସ୍ଥ ହୋଇ ଥାନା ଅଧିକାରୀଙ୍କ ସହିତ ଆଲୋଚନା କରି ବିସ୍ତୃତ ତଥ୍ୟ ପ୍ରଦାନ କରିଥିବା ଦେଖିବାକୁ ମିଳିଛି ।