Download Now Banner

This browser does not support the video element.

ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲାର ଶ୍ରୀରାମ ପଡା ରେ ରାତିରେ ବୁଲୁଥିବା ଭିଡିଓ ହେଲା ଭାଇରାଲ

Phulabani Town, Kandhamal | Aug 24, 2025
କନ୍ଧମାଳ ଜିଲ୍ଲାର ଶ୍ରୀରାମ ପଦା ରେ ରାତିରେ ବୁଲିଥିବା, ଭିଡିଓ ହେଲା ଭାଇରାଲ.ଦନ୍ତା ହାତୀ,ଜି ଉଦୟଗିରି, ରଟିଙ୍ଗିଆ, ଶ୍ରୀରାମ ପଦା ଆଦି ସ୍ଥାନରେ ହାତୀ ଉପଦ୍ରଵ ବଡ଼ିବାରେ ଲାଗିଅଛି. ଘର, ଗେଟ, ଗଛ ଭାଙ୍ଗିବାର ଦେଖିବାକୁ ମିଳିଅଛି.
Read More News
T & CPrivacy PolicyContact Us