This browser does not support the video element.
ତାଳଚେର ସଦର: ବାଲୁଙ୍ଗା କୋଲ କରିଡର ରାସ୍ତାରେ ଦୁର୍ଘଟଣା ଟ୍ରକ ଡ୍ରାଇଭର ମୃତ୍ୟୁ
Talcher Sadar, Angul | Aug 24, 2025
ରବିବାର ଅପରାହ୍ନ ୪ ଘଟିକା ସମୟରେ ଲିଙ୍ଗରାଜ କୋଇଲା ଖଣିରୁ କୋଇଲା ବୋଝେଇ ହୋଇ ଏକ ଟ୍ରକ ଆସୁଥିବା ବେଳେ ବାଲୁଙ୍ଗ କୋଲ କରିଡର ଓଭରବ୍ରିଜ ଉପରେ ଭାରସାମ୍ୟ ହରାଇ ଓଭରବ୍ରିଜ ରାସ୍ତା ବାଡ଼ରେ କୋଇଲା ବୋଝେଇ ଟ୍ରକ ବାଡେଇ ହୋଇଯିବାରୁ ଟ୍ରକ ଡ୍ରାଇଭର ରାସ୍ତା ତଳକୁ ଛିଟିକି ପଡ଼ିଥିଲେ । ଡ୍ରାଇଭରଙ୍କ ମୁଣ୍ଡ ପଥରରେ ମାଡ଼ ହୋଇଯିବାରୁ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।