Install App
kalpana7958
This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ ଦ୍ବାରା କୁରୁଡ଼ା ଓ ଶେରଗଡ଼ ରେ ଚଢାଉ,୪୧.୫ଶହ କେଜି ଗଂଜେଇ ଜବତ
Baleshwar M, Balasore | Sep 11, 2025
ବାଲେଶ୍ବର ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ ଦ୍ବାରା ଚଢାଉ। ଶେରଗଡ଼ ଓ କୁରୁଡ଼ା ଅଞ୍ଚଳ ରୁ ଗୁରୁବାର ଦିନ ୧:୩୦ରେ ୪୧.୫ଶହ କେଜି ଗଂଜେଇ ଜବତ କରାଯାଇଛି। ଏଥିରେ ସଂପୃକ୍ତ ଫୁଲବାଣୀର ୩ଜଣ ଙ୍କୁ ଗିରଫକରାଯାଇଛି। ଏଥିରେ ୨ଟି ୪ଚକିଆ ଗାଡି ଜବତ୍ କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!