Install App
naikdhaga
This browser does not support the video element.
ଧର୍ମଗଡ: ମାନଝରି ଗାଁ ର ଜଣେ ଯୁବତୀ ଙ୍କୁ ବଳାତ୍କାର ଅଭିଯୋଗ,ଅଭିଯୁକ୍ତ ଯୁବକ ଗିରଫ ଓ କୋର୍ଟ ଚାଲାଣ
Dharamgarh, Kalahandi | Sep 12, 2025
ଗୋଲାମୁଣ୍ଡା ଥାନା ମାନଝରି ଗ୍ରାମର ଜଣେ ଯୁବତୀ ଧର୍ମଗଡ ଥାନାରେ ବଳାତ୍କାର ହୋଇଥିବା ଅଭିଯୋଗ ଦେଲା ପରେ ଅଭିଯୁକ୍ତ ଯୁବକ କୁ ଶୁକ୍ରବାର ଅପରାହ୍ନ ୪ ଟା ରେ କୋର୍ଟ ଚାଲାଣ କରିଛି ଧର୍ମଗଡ ପୋଲିସ। ଅଭିଯୁକ୍ତ ହେଲେ ଧର୍ମଗଡ ଥାନା କାସିବାହାଲ ଗାଁ ର ଜଣେ ବିବାହିତ ଯୁବକ ଚନ୍ଦ୍ର ଶେଖର ଚଣ୍ଡୀ ।
Share
Read More News
T & C
Privacy Policy
Contact Us
Your browser does not support JavaScript!