Download Now Banner

This browser does not support the video element.

ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲା କୣଷିଓ କୣଷକ ସୁରକ୍ଷା ପରିଷଦ ର ମାଣ୍ଡାକିଆ ଠାରେ ଧାରଣା, ରାଇକିଆ ବିଡ଼ିଓ ପହଁଚି ସମାଧାନ ପାଇଁ ଦେଲେ ପ୍ରତିଶୃତି,

Phulabani Town, Kandhamal | Sep 3, 2025
କନ୍ଧମାଳ ଜିଲ୍ଲା କୣଷିଓ କୣଷକ ସୁରକ୍ଷା ପରିଷଦ ର ଧାରଣା ରାଇକିଆ ବିଡ଼ିଓ ପହଁଚି ସମାଧାନ ପାଇଁ ଦେଲେ ପ୍ରତିଶୃତି, କନ୍ଧମାଳ ଜିଲ୍ଲା କୣଷୀ ଓ କୣଷକ ସୁରକ୍ଷା ପରିଷଦ ର ସଦସ୍ୟ ସଦସ୍ୟା ମାନେ ମଣ୍ଡାକିଆ ଛକ ଠାରୁ ରାଲିରେ ବାହାରି ମଣ୍ଡାକିଆ ପଞ୍ଚାୟତ କାଯ୍ୟାଳୟ ମୁଖ୍ୟ ଫାଟକ ସମୁଖରେ ଅହିଂସା ମାର୍ଗରେ ଗଣଧାରଣା ରେ ବସି ଥିଲେ । ଜିଲ୍ଲାର କୣଷି ଓ କୣଷକ ମାନଙ୍କ ର 8 (ଆଠ) ଦଫା ଦାବି ହାସିଲ ପାଇଁ ଅନିର୍ଦ୍ଧିଷ୍ଟ କାଳ ପଯ୍ୟନ୍ତ ଧାରଣାରେ ବସି ବେ ବୋଲି ଅନୁଷ୍ଠାନ ର ସଦସ୍ୟ ମାନେ ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ,
Read More News
T & CPrivacy PolicyContact Us