Download Now Banner

This browser does not support the video element.

ଆନନ୍ଦପୁର: ବଡ଼ରମ୍ପାସ ପଞ୍ଚାୟତରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Anandapur, Kendujhar | Sep 25, 2025
ବଡ଼ରମ୍ପାସ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସତ୍ୟସାଇ ସେବା ସମିତି ଇଞ୍ଚୋଳ, ବଡ଼ ରମ୍ପାସ ଓ  ନୂଆରମ୍ପାସ ଗ୍ରାମ ଯୁବକଙ୍କ ସହଯୋଗରେ ଏହି ଶିବିର ଆୟୋଜନ ହୋଇଥିଲା।   ସତ୍ୟସାଇ ସେବା ସଂଗଠନ ସେବାଦଳ କେନ୍ଦୁଝର ଜିଲ୍ଲାର ସଂଯୋଜକ ଆଦିକନ୍ଦ ସ୍ବାଇଁ, ବଡ଼ରମ୍ପାସ ଲକ୍ଷ୍ମିବଜାର କମିଟିର ପ୍ରଦୀପ କୁମାର ମହାପାତ୍ର, ଆଲୋକ ସ୍ୱାଇଁ, ଦିଲ୍ଲିପ ସେନାପତି, ଚକ୍ରଧର ସାହୁ, ରାଜେନ୍ଦ୍ର ସେଠୀ, ଲକ୍ଷ୍ମୀପ୍ରିୟା ନାୟକ, ହରିହର ଧଳ ପ୍ରମୁଖ  ଶିବିର ପରିଚାଳନା କରିଥିଲେ।
Read More News
T & CPrivacy PolicyContact Us