This browser does not support the video element.
ସତ୍ୟବାଦୀ: କଣାସ ଓ ସତ୍ୟବାଦୀରେ ଦୂଷିତ ନଦୀଜଳକୁ ନେଇ ବିଧାନସଭାରେ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନ
Satyabadi, Puri | Sep 10, 2024
ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଥିବା କଣାସ ଓ ସତ୍ୟବାଦୀ ଅଞ୍ଚଳର ନଦୀଜଳ ସମସ୍ୟାକୁ ନେଇ ଆଜି ସକାଳ ସାଢେ଼ ୧୦ଟାରେ ଗୃହରେ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନ? ଗୃହରେ ନିଜର ପ୍ରଶ୍ନ ରଖିବା ସହିତ ସମଗ୍ର ରାଜ୍ୟରେ ଦୂଷିତ ପ୍ରାକୃତିକ ନଦୀ ଓ ଝରଣାର ପାଣିକୁ ପିଇବା ପାଣି ଭାବରେ ଅନେକ ଅଞ୍ଚଳରେ ବ୍ୟବହାର କରାଯାଉଛି। ଏହାକୁ ଶୁଦ୍ଧତା ଦିଗରେ ସରକାର କି ପଦକ୍ଷେପ ନେବେ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି।