This browser does not support the video element.
ଉମରକୋଟ: ଉମରକୋଟ ସୀମାନ୍ତ ଛତିଶଗଡ଼ ବିଜାପୁର ବନ୍ଦେପାରା ଜଙ୍ଗଲରେ IED ବ୍ଲାଷ୍ଟ
Umarkote, Nabarangpur | Oct 4, 2025
ଉମରକୋଟ ସୀମାନ୍ତ ଛତିଶଗଡ଼ ବିଜାପୁର ବନ୍ଦେପାରା ଜଙ୍ଗଲରେ IED ବ୍ଲାଷ୍ଟ । ଜବାନ ଙ୍କୁ ଟାର୍ଗେଟ କରି IED ଖଞ୍ଜୁ ଥିବା ସମୟରେ ହେଲା ବ୍ଲାଷ୍ଟ । ବ୍ଲାଷ୍ଟ ରେ ଜଣେ ମହିଳା ମାଓବାଦୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମହିଳା ମାଓବାଦୀ ଜଣଙ୍କ ହେଲେ ACM କ୍ୟାଡର ଗୁଜ୍ଜା ସୋଡି । IED ଖଞ୍ଜୁ ଥିବା ସମୟରେ ବ୍ଲାଷ୍ଟ ହୋଇଥିବା ବେଳେ ଆହତ ସାଥି କୁ ଜଙ୍ଗଲରେ ଛାଡି ପଳାଇଥିଲେ ମାଓବାଦୀ । ଗ୍ରାମ ବାସୀଙ୍କ ସୂଚନା ପରେ ସ୍ୱରକ୍ଷା ବାହିନୀ ମହିଳା ମାଓବାଦୀ ଙ୍କୁ ଉଦ୍ଧାର କରି ଚିକିତ୍ସା କରିଛନ୍ତି ।