This browser does not support the video element.
ସୋନପୁର: ସ୍ମାର୍ଟ୍ ପାର୍କ ଠାରେ ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି ପକ୍ଷରୁ ଅନୁଷ୍ଠାନ ର ପ୍ରତିଷ୍ଠା ଦିବସ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ଯ କ୍ରମ
Sonapur, Subarnapur (Sonepur) | Sep 5, 2025
ଆଜି ସୁବର୍ଣ୍ଣପୁର ସ୍ମାର୍ଟ୍ ପାର୍କ ଠାରେ ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି ପକ୍ଷରୁ ଅନୁଷ୍ଠାନ ର ପ୍ରତିଷ୍ଠା ଦିବସ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ଯ କ୍ରମ ସହିତ ପ୍ରଶାସନ ପକ୍ଷରୁ ସ୍ଵୀକୃତି ପାଇଥିବା ଅନୁଷ୍ଠାନ ର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ କୁ ଜିଲ୍ଲାପାଳ ଙ୍କ ଦ୍ବାରା ଉନ୍ମୋଚନ କରଯାଇଥିଲା l ଏହି ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ ନୃପ ରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦେହ ମନ ଓ ନିଜ ସହିତ ଯୋଡ଼ି ହେଲେ ଈଶ୍ୱର ଙ୍କ ସହ ଆପେ ଯୋଡ଼ି ହୋଇ ପରିବା ବୋଲି ମତ ରଖି ଥିଲେ l ଓ ଯୋଗାଭ୍ୟାସ ମାଧ୍ୟମରେ ସହର ତଥା ଗାଁ ଗାଁ ରେ ଯୋଗ ର ପ୍ରଚାର ପ୍ରସାର କରାଇବା