Download Now Banner

This browser does not support the video element.

ମାଲକାନଗିରି: ବାଲିମେଳା ସହର ସ୍ଥିତ ଆନିଆ ସାହିରୁ ୭ ଫୁଟ ଲମ୍ବର ଅଜଗର ଉଦ୍ଧାର

Malkangiri, Malkangiri | Sep 7, 2025
ମାଲକାନଗିରି ଜିଲ୍ଲା ବାଲିମେଳା ସହରର ୨ ନଂ ୱାର୍ଡ ସ୍ଥିତ ଆନିଆ ସାହିର ମିସ୍ତ୍ରୀ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଆଜି ସକାଳ ୧୧ଟା ସମୟରେ ୭ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ମୁତାବକ ବ୍ୟକ୍ତି ଜଣଙ୍କ ଘର କୋଣରେ ଆଜି ଭୋର ସମୟରୁ ଅଜଗରଟି ଆସି କିପରି ଲୁଚି ରହିଥିଲା। ବ୍ୟକ୍ତି ଜଣଙ୍କ ଘରଟି କିପରି ଦୁର୍ଗନ୍ଧ ହେବାରୁ ଘର ଲୋକ ମୂଷା ମରିଯାଇଥିବା ଭାବି ଘରର ଏଣେତେଣେ ଖୋଜି ବୁଲିଥିଲେ। ଦେଖିଲା ବେଳକୁ ଘର କୋଣରେ ୭ ଫୁଟ ଲମ୍ବ ମୋଟା ଅଜଗରଟି ସଁ ସଁ ହେଉଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ସ୍ନେକ କ୍ୟାଚର ରାଜେନ୍ଦ୍ର ଖରାଙ୍କୁ ଫୋନ ଯୋଗେ ଡକାଇଥିଲେ। ରାଜେ
Read More News
T & CPrivacy PolicyContact Us