Download Now Banner

This browser does not support the video element.

ଫୁଲବାଣୀ ସହର: ବାଲିଗୁଡା କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଡ୍ରଷ୍ଟିକ କେମେଷ୍ଟ୍ରି ଏଣ୍ଡ ଡ୍ରଗିଷ୍ଠି ଆସ୍ୟୁସେନ ଆନୁଆଲ ଜେନେରାଲ ବଡି ମିଟିଙ୍ଗ ଅନୁଷ୍ଠିତ

Phulabani Town, Kandhamal | Sep 7, 2025
ବାଲିଗୁଡା କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଡ୍ରଷ୍ଟିକ କେମେଷ୍ଟ୍ରି ଏଣ୍ଡ ଡ୍ରଗିଷ୍ଠି ଆସ୍ୟୁସେନ 28ତମ ଆନୁଆଲ ଜେନେରାଲ ବଡି ମିଟିଙ୍ଗ ଅନୁଷ୍ଠିତ ହଇଯାଇଛି, ଏହି ବୈଠକ ଟି ବାଲିଗୁଡା ଟାଉନ ହଲ ଠାରେ ରବିବାର ଦିନ 11ଘଣ୍ଟିକା ରେ ଆରମ୍ଭ ହଇ ଅପରାହ୍ନ 3ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା, ଏହି ବୈଠକ ଜିଲ୍ଲା ର ସମସ୍ତ ସଦସ୍ଯ ଉପସ୍ଥିତ ରହି ବାର୍ଷିକ କାଯ୍ଯପନ୍ଥା ତିଆରି କରାଯାଇଛି ବାଲିଗୁଡା ର କର୍ମକର୍ତା ରାମପାତ୍ର, ଗପାଳପଣ୍ଡା ପ୍ରମୁଖ ସହଯୋଗ ରେ ଅନୁଷ୍ଠିତ ହଇଥିବା ଦେଖିବାକୁ ମିଳିଛି
Read More News
T & CPrivacy PolicyContact Us