Download Now Banner

This browser does not support the video element.

ଚାରମାଳ: ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବଡ଼ମାଳ ପଞ୍ଚାୟତ ଜୟ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୫୪ ତମ ମାଗଣା ସ୍ବାସ୍ଥ୍ୟ ସେବା ଶିବିର

Charamal, Sambalpur | Sep 13, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଡ଼ମାଳ ପଞ୍ଚାୟତ ଜୟ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶନିବାର ସକାଳେ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆୟୋଜିତ ହୋଇଛି ଦେୟ ମୁକ୍ତ ସ୍ବାସ୍ଥ୍ୟ ସେବା ଶିବିର । କଟକ, ଭୁବନେଶ୍ବର ଓ ବୁର୍ଲା ରୁ ଆସିଥିବା ବହୁ ବିଶେଷଜ୍ଞ ଡାକ୍ତର ରୋଗୀମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ସହ ବହୁ ରୋଗୀ ଏହି ଶିବିରରେ ଯୋଗଦେଇ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ପାଇବାରେ ସକ୍ଷମ ହୋଇଛନ୍ତି ।
Read More News
T & CPrivacy PolicyContact Us