Download Now Banner

This browser does not support the video element.

ଛତ୍ରପୁର: ପୁରୁଣା ବନ୍ଧ ଗାଁରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଛତ୍ରପୁର ବିଧାୟକ

Chhatrapur, Ganjam | Sep 13, 2025
ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଳିବନ୍ଧ ଗ୍ରାମପଞ୍ଚାୟତ ପୁରୁଣା ବନ୍ଧ ଗାଁରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ।ଶନିବାର ଅପରାହ୍ନରେ ବିଧାୟକ ଉକ୍ତ ଗ୍ରାମରେ ପହଞ୍ଚି ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
Read More News
T & CPrivacy PolicyContact Us