This browser does not support the video element.
ଢେଙ୍କାନାଳ ସଦର: ଜିଲ୍ଲା ସାମ୍ବାଦିକ ଭବନର ପୁନରୁଦ୍ଧାର ଉତ୍ସବ
Dhenkanal Sadar, Dhenkanal | Jul 1, 2025
ଢେଙ୍କାନାଳ ସହରରେ ଥିବା ଜିଲ୍ଲା ସାମ୍ବାଦିକ ଭବନର ପୁନରୁଦ୍ଧାର ଉତ୍ସବ ମଙ୍ଗଳବାର ଦିନ ୧୧ଟାରେ ଅନୁଷ୍ଠିତ ହୋଇଯାଇଛି। ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର , ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁରଙ୍କ ଓ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ଵାରା ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ପୌରାଧ୍ୟକ୍ଷା ଯାହା ଆବଶ୍ୟକ ରହିଛି ପୁରଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।