Download Now Banner

This browser does not support the video element.

ପାଲଲହଡା: ପୋଡ଼ାଗଡ଼ ଗ୍ରାମରେ ଭାଲୁ ଆକ୍ରମଣରେ ମହିଳା ଗୁରୁତର

Palalahada, Angul | Sep 27, 2025
ରେଙ୍ଗାଳୀ ଥାନା ଅନ୍ତର୍ଗତ ପୋଡ଼ାଗଡ଼ ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶକି ଶନିବାର ସକାଳ ୬ ଘଟିକା ସମୟରେ ପୋଡ଼ାଗଡ଼ ଗ୍ରାମର ସୁଭଦ୍ରା ଦେହୁରୀ ଗାଁ ନିକଟସ୍ଥ ବିଲକୁ ଚାଷ କାମ କରିବାକୁ ଯାଉଥିବା ବେଳେ ହଠାତ ଏକ ଜଙ୍ଗଲୀ ଭାଲୁ ସୁଭଦ୍ରାଙ୍କୁ ଆତର୍କିତ ଆକ୍ରମଣ କରିଥିଲା । ଆକ୍ରମଣରେ ଗୁରୁତର ଆହତ ସୁଭଦ୍ରାଙ୍କ ଚିତ୍କାର ଶୁଣି ଘଟଣା ସ୍ଥଳରୁ ଲୋକମାନେ ଉଦ୍ଧାର କରି ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ କଣିହାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।
Read More News
T & CPrivacy PolicyContact Us