Download Now Banner

This browser does not support the video element.

ଟିଟିଲାଗଡ: ହିନ୍ଦୁ ଗଣହତ୍ୟାକୁ ବିରୋଧ କରି ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ତୁଷୁରା ଶିବ ମନ୍ଦିର ଠାରେ ବୈଠକ ଅନୁଷ୍ଠିତ, ପ୍ରତିକ୍ରିୟା ଦେଲେ ଜଣେ ସଦସ୍ୟ

Titlagarh, Balangir | Apr 24, 2025
ତୁଷୁରା ସହର ଶିବ ମନ୍ଦିର ଠାରେ ଆଜି ତୁଷୁରା ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଜମ୍ମୁ କାଶ୍ମୀର ପହଲଗାମ ରେ ଇସଲାମିକ୍ ଯିହାଦୀ ମାନଙ୍କ ଦ୍ଵାରା ହୋଇଥିବା ହିନ୍ଦୁ ଗଣହତ୍ୟା ପ୍ରତିବାଦ ରେ ଏକ ପ୍ରତିବାଦ ସଭା ଆସନ୍ତାକାଲି ଶୁକ୍ରବାର ଦିନ ତୁଷୁରା ତହସିଲଦାର ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଇସଲାମିକ୍ ଯିହାଦ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବାକୁ ଦିଆଯିବ ଦାବିପତ୍ର। ଏବଂ ସଭା ପରେ ୮ ଟା ରେ ପ୍ରତିକ୍ରିୟା ଦେଲେ ହିନ୍ଦୁ ଏକତା ମଞ୍ଚ ର ସଦସ୍ୟ ମାନସ ରଞ୍ଜନ ବାରିକ।
Read More News
T & CPrivacy PolicyContact Us