This browser does not support the video element.
ଝାରସୁଗୁଡା: ଝାରସୁଗୁଡ଼ା ବୁରୋମାଲ୍ ର DX କ୍ଲବ ପକ୍ଷରୁ ଆୟୋଜିତ ଆଖଡ଼ା ରେ ଯୋଗ ଦେଲେ ଝାରସୁଗୁଡ଼ା ବିଧାୟକ
Jharsuguda, Jharsuguda | Apr 6, 2025
ଆଜି ଅପରାହ୍ନ ୫ ଟା ରେ ରାମନବମୀ ଉତ୍ସବର ରେ ବୁରୋମାଲ dx କ୍ଳବ ପକ୍ଷରୁ ଆୟୋଜିତ ଆଖଡାରେ ବିଧାୟକ ଟଂକଧର ତ୍ରିପାଠୀଙ୍କ ହଜାର ହଜାର ଭକ୍ତଙ୍କୁ ଶୁଭେଚ୍ଛା ଜଣାଇ ହନୁମାନ ଚାଲିଶା ବଣ୍ଟନ କରିଥିଲେ।ସେହିପରି ସଙ୍କଟ ମୋଚନ ଆଖଡା ସମିତି ପକ୍ଷରୁ ବିଭିନ୍ନ ରାଜ୍ୟର କଳା ପ୍ରଦର୍ଶନ କରାଯାଇଥିଲା ଏହି ଅବସରରେ ଶ୍ରୀ ତ୍ରିପାଠୀ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି