Download Now Banner

This browser does not support the video element.

ସଦର: ଦେଶବ୍ୟାପୀ ୩ଦିନ ଧରି ପାଳିତ ହେଉଛି ଜାତୀୟ କ୍ରୀଡ଼ା ଦିବସ, ଭବାନୀପାଟଣା ଠାରେ ରେ MaasCycleRally କାର୍ଯ୍ୟକ୍ରମରେ ଯୋଗଦେଲେ ସାଂସଦ

Sadar, Kalahandi | Aug 31, 2025
ଦେଶବ୍ୟାପୀ ୩ଦିନ ଧରି ପାଳିତ ହେଉଛି ଜାତୀୟ କ୍ରୀଡ଼ା ଦିବସ । ଏହି ଅବସରରେ ଆଜି ଭବାନୀପାଟଣା ଠାରେ ରେ MaasCycleRally କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉପସ୍ଥିତ ରହି ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ l ଏନେଇ ଆଜି ସକାଳ 10 ଟା ସମୟରେ ଜଣାଯାଇଛି
Read More News
T & CPrivacy PolicyContact Us