Download Now Banner

This browser does not support the video element.

ଛତ୍ରପୁର: ଅବ୍ଯବସ୍ଥା ଘେରରେ ବ୍ରହ୍ମପୁର ଷ୍ଟେସନ ରୋଡ୍ ସ୍ଥିତ ଆହାର କେନ୍ଦ୍ର, ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ଲୋକେ

Chhatrapur, Ganjam | Aug 24, 2025
ଅବ୍ଯବସ୍ଥା ଘେରରେ ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଷ୍ଟେସନ ରୋଡ ସ୍ଥିତ ଆହାର କେନ୍ଦ୍ର ।ଯେଉଁଠି ଭିତରେ ରନ୍ଧାଖାଦ୍ୟ ପରିବେଷଣ କରାଯାଉଛି ସତ, ହେଲେ ଏହାର ବାହାର ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ। ଏମିତି କି ଲୋକଙ୍କ ପ୍ରବେଶ ପଥରେ ରହିଥିବା ପାହାଚ ଭାଙ୍ଗିଭୁଙ୍ଗି ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଏହାର ଭିତରର ଦୃଶ୍ୟ ନ କହିଲେ ଭଲ। ବେଶିନ ଭିତରର ଦୟନୀୟ ଅବସ୍ଥା। ରବିବାର ମଧ୍ୟାହ୍ନରେ ଏଭଳି ଅଭିଯୋଗ କରି ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା।
Read More News
T & CPrivacy PolicyContact Us