Download Now Banner

This browser does not support the video element.

ବୌଦ୍ଧ ସଦର: ଆଡ଼ଣିଗଡ଼ ଜଙ୍ଗଲରେ ମହୁଲି ମଦ ରନ୍ଦା ହେଉଥିବା ବେଳେ ଅବକରି ଚଢ଼ାଉ ୫୫୦କେଜି ପୋଚ ସହିତ ୩୦ଲିଟର ମଦ ଜବତ କରି ନଷ୍ଟ

Baudh Sadar, Boudh (Bauda) | Sep 12, 2025
ଆଜି ସନ୍ଧ୍ୟା ୬.୩୦ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଜିଲ୍ଲାରେ ଅବାଧ ମଦ କରବାର ନେଇ l ଆଜି ସକାଳ ପଖାପାଖି ୧୧.୩୦ସମୟରେ ପୂରୁଣାକଟକ ଥାନା ଅନ୍ତର୍ଗତ ଆଡ଼ଣିଗଡ଼ ଜଙ୍ଗଲରେ ବେଆନ ମହୁଲି ମଦ ରାନ୍ଧା ଯାଉଥିବା ନେଇ ଚଢ଼ାଉ କରିଥିଲା l ଏହି ଚଢ଼ାଉ ସମୟରେ ଆଶାମୀ ମାନେ ଘଟଣା ସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲେ l ଘଟଣା ସ୍ଥଳରୁ ୫୫୦କେଜି ମହୁଲ ପୋଚ ଓ ୩୦ଲିଟର ରାନ୍ଧାଅହୁଲି ମଦକୁ ଜବତ କରି ନଷ୍ଟ
Read More News
T & CPrivacy PolicyContact Us