Download Now Banner

This browser does not support the video element.

ନୟାଗଡ ସଦର: ଦେଉଗାଁ ଗ୍ରାମ ବାସୀଙ୍କ ପକ୍ଷରୁଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ସଂଯୋଗୀକରଣ ନେଇ ଅହୋରାତ୍ର ଗଣ ଧାରଣା

Nayagarh Sadar, Nayagarh | Sep 1, 2025
ସୂଚନା ଅନୁଯାୟୀ ଆଜି 10ଘଟିକା ସମୟ ରେ କଚେରୀ ବଜାର ପୂଜା ମଣ୍ଡପ ତଥା ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଉଗାଁ ଗ୍ରାମ ବାସୀଙ୍କ ପକ୍ଷରୁ ଅହୋରାତ୍ର ଗଣ ଧାରଣା ଦିଆ ଯାଇଛି, ସୂଚନା ଅନୁଯାୟୀ ରଙ୍ଗଣୀ ପାଟଣା ଠାରୁ ସୁନାମୁହିଁ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ଭାଲିଆ ଡ଼ିହି କୁ ସରକାରୀ ନକ୍ସା ଅନୁଯାୟୀ ରାସ୍ତା ସଂଯୋଗ କରିବା ପାଇଁ ଗ୍ରାମ ବାସି ଦାବିକରି ଆଜକୁ 25ବର୍ଷ ଧରିଅପେକ୍ଷା ରତ ଥିବା ବେଳେ ଅଗ୍ରଗତି ନ ହୋଇ ତାହା ଅଟକି ରହିଛି, ରାସ୍ତା ତିଆରି ହେବା ନେଇ ତହସିଲଦାର ପୂର୍ତ୍ତ ବିଭାଗ କୁ କାଗଜ ପତ୍ର ପ୍ରଦାନ କରି ଥିବାବେଳେ ଗ୍ରାମବାସୀଙ୍କ ପକ୍ଷରୁ ପୂର୍ତ୍ତବିଭାଗ,
Read More News
T & CPrivacy PolicyContact Us