Download Now Banner

This browser does not support the video element.

ନୂଆଗାଁ: ବାହୁଦା ନଦୀରୁ ବାଲି ଚୋରା ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ବାରା ଗାଡ଼ି ଅଟକ

Nuagaon, Ganjam | Sep 24, 2024
ଚିକିଟି ଅନ୍ତର୍ଗତ ଚୌଧୁରୀ ଟିକରପଡା ଗ୍ରାମ ବାହୁଦା ନଦୀରୁ ବାଲି ବେଆଇନ ଭାବେ ବାଲି ଚୋରାଚାଲାଣ ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଏକ ହିଟାଚି ଏବଂ ବାଲି ବୋଝେଇ ହାଇୱା ଗାଡ଼ିକୁ ଅଟକ ରଖାଯାଇଥିବା ଜଣାପଡିଛି ।  ବାଲି ମାଫିଆ ମାନଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇ ଆସୁଥିବା ବେଳେ ବର୍ତ୍ତମାନ ସେମାନଙ୍କ ଲୋଲୁପ ଦୃଷ୍ଟି ବିଭିନ୍ନ ନଦୀର ବାଲିଘାଟ ଉପରେ ପଡିଛି l
Read More News
T & CPrivacy PolicyContact Us