This browser does not support the video element.
ଭଟଲି: ଚଢେଇଗାଁ ମନ୍ଦିର ପଡା ଠାରେ ନୂଆଖାଇ ଭେଟଘାଟଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ
Bhatli, Bargarh (Baragarh) | Aug 30, 2025
ଚଢେଇଗାଁ ମନ୍ଦିରପଡା ଠାରେ ନୂଆଖାଇ ଭେଟଘାଟ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ,ଭଟଲି ବ୍ଳକ ଅନ୍ତର୍ଗତ ଚଢେଇଗାଁ ମନ୍ଦିର ପଡା ଠାରେ ଆଜି ସନ୍ଧ୍ୟା ୬ ଟାରେ ଚଢେଇଗାଁ ମନ୍ଦିରପଡ଼ା ଗଣେଶ ପୂଜାକମିଟି ତରଫରୁ ନୂଆଖାଇ ଭେଟଘାଟ ଓ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଙ୍କ ବାପା ଡ.ସୁନିଲ କୁମାର ଆଚାର୍ଯ୍ୟ ଯୋଗଦାନ କରି ନଡ଼ିଆ ଭାଙ୍ଗି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ନାଟ୍ୟକାର ଶଶିଭୂଷଣ ପାଣିଗ୍ରାହୀ, ଗୋଲ୍ଡି ସାହୁ ଯୋଗଦାନ କରିଥିଲେ।