Install App
kalpana7958
This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ରେମୁଣା ବସଷ୍ଟାଣ୍ଡରୁ ମୁଖ୍ୟ ରାସ୍ତାରେ ପାଣି, ଯାତାୟତ ବାଧାପ୍ରାପ୍ତ
Baleshwar M, Balasore | Aug 23, 2025
ଲଘୁଜାପ ଜନିତ ଲଗାଣ ବର୍ଷାରେ ବେହାଲ ବାଲେଶ୍ବର ସହର।ରେମୁଣା ବସ ଷ୍ଟାଣ୍ଡ ରୁ ମୁଖ୍ୟ ରାସ୍ତାରେ ୨ଫୁଟର ବର୍ଷା ଜଳ ଲହଡି ମାରୁଛି। ଜନ ସାଧାରଣ ନାହିଁ ନଥିଵା ସମସ୍ୟା ଭୋଗୁଛନ୍ତି। ସ୍ଥାନୀୟ ଅଞ୍ଚଳରେ କିଛି ଘରେ ମଧ୍ୟ ଶନିବାର ଦିନ ୧୧ଘଟିକାରେ ଜଳ ପଶିବା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!