Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ପାରମ୍ପାରିକ ଦୁର୍ଗାପୂଜାର ୬ଷ୍ଠ ତିଥିରେ ମା ଦୁର୍ଗାଙ୍କ ଆଗମନରେ ଡି.ପି.ଏସ. ର ଛାତ୍ର ପବିତ୍ର ପଣ୍ଡା ତଥା ସାଥିଗଣଙ୍କ ଅଭିନଵ ପ୍ରୟାସରେ ରାଲି

Raurkela M, Sundargarh | Sep 28, 2025
ସେପ୍ଟେମ୍ବର ୨୮ତାରିଖ ସକାଳ ପ୍ରାୟ ୧୦ଟା ୧୫ ମିନିଟ ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଡି.ପି.ଏସ.ଛାତ୍ର ଶ୍ରୀମାନ ପବିତ୍ର ପଣ୍ଡା ତଥା ସାଥିଗଣଙ୍କ ପ୍ରଚେଷ୍ଟାରେ ମା ଦୁର୍ଗା ଶକ୍ତିସ୍ୱରିପିଣି ଙ୍କ ଅଂଶ ଭାବେ ଶତାqଧିକ ମହିଳାମାନଙ୍କୁ ଶକ୍ତିପ୍ରଦାୟିନୀ ଭାବେ ପ୍ରଦର୍ଶନକରିବା ଉଦେଶ୍ୟରେ ଆମ୍ବାଗାନ ଗୁଣ୍ଡିଚା ମନ୍ଦିରଠାରୁ ସେକ୍ଟର-୨ ଦୁର୍ଗାପୂଜା ପଡିଆ ପର୍ଯ୍ୟନ୍ତ ଶକ୍ତି ସମ୍ମାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି,ଏହି ଅବସରରେ ସେକ୍ଟର-୨ ଦୁର୍ଗାପୂଜା ପଡିଆରେ ସମ୍ମାନିତ ଅତିଥି ଭାବେ ରାଉରକେଲା ଏସ.ପି.ନୀତେଶ ୱାଦୱାନୀ, ଆଇ.ପି.ଏସ., ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ atithi
Read More News
T & CPrivacy PolicyContact Us