Download Now Banner

This browser does not support the video element.

ଢେଙ୍କାନାଳ ସଦର: ଝାରବନ୍ଧ ନିକଟ ଟାଉନସିପି ବିଲଡିଙ୍ଗ କାମ ବେଳେ ଶ୍ରମିକ ଗୁରୁତର

Dhenkanal Sadar, Dhenkanal | Sep 14, 2025
ଢ଼େଙ୍କାନାଳ ମୋଟଙ୍ଗା ଥାନା ଝାରବନ୍ଧ ନିକଟ ଏକ କମ୍ପାନୀର ଟାଉନସିପି ବିଲଡିଙ୍ଗ କାମ ଚାଲୁଛି। ଏହି କାମ ଠିକା ସଂସ୍ଥା ଦ୍ୱାରା କରାଯାଉଥିବା ବେଳେ ଏହି କାମରେ ଝାରଖଣ୍ଡ ଅଞ୍ଚଳର ଶ୍ରମିକମାନେ କାମ କରୁଛନ୍ତି । ଆଜି ସକାଳେ କାମ ଚାଲୁଥିବା ବେଳେ ଜଣେ ଶ୍ରମିକଙ୍କ ମୁହଁରେ ଗଭୀର ଆଘାତ ଲାଗି ଗୁରୁତର ଭାବେ ଉଦ୍ଧାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସକାଳ ୮ଟାରେ ଭର୍ତ୍ତି ହୋଇଥିଲେ । ଗୁରୁତର ଯୁବକ ସରଫାଜ ସେଖ ବୋଲି ଜଣାପଡିଛି ।
Read More News
T & CPrivacy PolicyContact Us