Download Now Banner

This browser does not support the video element.

କୁଚିଣ୍ଡା: କୁଚିଣ୍ଡା ଟାଉନ ହଲ୍ ଠାରେ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଦ୍ୱାର ୭୧ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

Kochinda, Sambalpur | Oct 7, 2025
କୁଚିଣ୍ଡା ଟାଉନ ହଲ୍ ଠାରେ ମଙ୍ଗଳବାର ଦିନ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଦ୍ୱାର ୭୧ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ବୈଠକରେ ବନ୍ୟଜନ୍ତୁ ସଂରକ୍ଷଣ ଓ ପ୍ରାକୃତିକ ସମତା ରକ୍ଷା ପାଇଁ ଜନସାଧାରଣଙ୍କ ଭୂମିକା, ସଚେତନତା ଓ ସହଯୋଗ ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟଯୋଜନା ଉପରେ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇ, ପ୍ରତ୍ୟେକ ଜୀବ ଏହି ପୃଥିବୀର ଅଙ୍ଗ। ତେଣୁ ତାଙ୍କ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ମତ ବ୍ୟକ୍ତ କରିଥିଲେ।
Read More News
T & CPrivacy PolicyContact Us