Download Now Banner

This browser does not support the video element.

ବେଗୁନିଆ: ଖୋର୍ଦ୍ଧା ରୋଶନି ଭୋକେଶନାଲ ଟ୍ରେନିଂ ସେଣ୍ଟର କାର୍ଯ୍ୟଳୟରେ ବିଶ୍ୱଉଦ୍ୟମିତା ଦିବସ ପାଳିତ

Begunia, Khordha | Aug 21, 2025
ଟି.ପି.ସିଓ.ଡି.ଏଲ ଦ୍ୱାରା ଅନୁବନ୍ଧିତ ରୋଶନି ଭୋକେଶନାଲ ପ୍ରଶିକ୍ଷଣ କେନ୍ଦ୍ର ଖୋର୍ଦ୍ଧା ରେ ଉଦ୍ୟମିତା ଆତ୍ମସାତ କରିବା ଏବଂ ନୂତନ ଉଦ୍ୟମୀମାନେ କିପରି ନିଜ ଲକ୍ଷ୍ୟ ପ୍ରତି ପ୍ରେରିତ ହେବେ, ସେଥିପାଇଁ ବିଶ୍ୱ ଉଦ୍ୟମିତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ମୁଭମେଣ୍ଟ ଫର ଉରବନାଇଜେସନ ଦ୍ୱାରା ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ୱାର୍ଲଡ ଟ୍ରେଡ୍ ସେଣ୍ଟରର କନଭେନର ଏବଂ ବିଭାବରୀ କ୍ରିଏସନ୍ସ ର ଏମ.ଡି.ଶ୍ରୀମତୀ ଚୌଧୁରୀ ଜ୍ୟୋସ୍ନା ଦାସ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us