Download Now Banner

This browser does not support the video element.

ମାଲକାନଗିରି: ତୁଳସୀଗୁଡ଼ା ଖେଳ ପଡ଼ିଆ ନିକଟରେ ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା, ଜଣେ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ

Malkangiri, Malkangiri | Aug 30, 2025
ଆଜି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ତୁଳସୀଗୁଡ଼ା ଖେଳ ପଡ଼ିଆ ନିକଟରେ ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି। ବାଇକରେ ଜଣେ ଥିବା ବେଳେ ସେ ବାଙ୍ଗଟିଗୁଡ଼ା ଗ୍ରାମର ରଘୁ ଦାସା ବୋଲି ଜଣାପଡ଼ିଛି। ରଘୁଙ୍କୁ ସେଠିକାର ଲୋକେ ଉଦ୍ଧାର କରି କୁଡୁମୁଲୁଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠି ପ୍ରାଥମିକ ଚିକିତ୍ସା କରିବା ପରେ ଗୁରୁତର ଥିବାରୁ ରଘୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us