This browser does not support the video element.
ସୁକିନ୍ଦା: ଝୁମ୍ପାଣ ଗ୍ରାମରେ ଲଘୁଚାପ ବର୍ଷା ପ୍ରଭାବରେ ଘର କାନ୍ଥ ଭାଙ୍ଗି ନଷ୍ଟ ସରକାରୀ ସହାୟତା ଅପେକ୍ଷାରେ ଅସହାୟ ଯୁବକ
Sukinda, Jajpur | Aug 24, 2025
ସୁକିନ୍ଦା ବ୍ଲକ ଅନ୍ତର୍ଗତ ଡ଼ୁବୁରୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଝୁମ୍ପାଣ ଗ୍ରାମରେ ଲଘୁଚାପ ବର୍ଷା ପ୍ରଭାବରେ ଘର କାନ୍ଥ ଭାଙ୍ଗି ନଷ୍ଟ ହୋଇଯାଇଥିବା ରବିବାର ସକାଳ 7 ଘଟିକା ସମୟରେ ଦେଖିବାକୁ ମିଳିଛି ସରକାରୀ ସହାୟତା ଅପେକ୍ଷାରେ ଅସହାୟ ଯୁବକ । ସୂଚନା ମୁତାବକ ବାପା ମା ଛେଉଣ୍ଡ ଅସହାୟ ରୋଗାଗ୍ରସ୍ତ ଯୁବକ ବିପିନ ମହାନ୍ତ ଘରେ ସୋଇଥିବା ବେଳେ ଲଘୁଚାପ ବର୍ଷା ପ୍ରଭାବରେ ଘର କାନ୍ଥ ଭାଙ୍ଗି ଯାଇଥିଲା ଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିପିନ ମହାନ୍ତ ସରକାରୀ ସହାୟତା ଅପେକ୍ଷାରେ ଅସହାୟ ଯୁବକ ବିପିନ ମହାନ୍ତ ।