Download Now Banner

This browser does not support the video element.

ଜି ଉଦୟଗିରି: ଦାରିଙ୍ଗବାଡ଼ି ଥାନା ୫୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସରକାରୀ ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ବଡ଼ ଧରଣର ଚୋରୀ ହୋଇଥିବା ଜଣାପଡିଛି

G Udayagiri, Kandhamal | Sep 12, 2025
ଦାରିଙ୍ଗବାଡ଼ି ଥାନା ୫୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସରକାରୀ ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ବଡ଼ ଧରଣର ଚୋରୀ ହୋଇଥିବା ଜଣାପଡିଛି । ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣା ପଡୁଛି ଯେ, ତିନିଜଣ ଯୁବକ ମୁଖା ପିନ୍ଧି ମଦ ଦୋକାନ ଗ୍ରୀଲକୁ କାଟି ମଦ କାଉଣ୍ଟରରେ ପଶି ଡ୍ରରୁ ୬ଲକ୍ଷ ରୁ ଅଧିକ ଟଙ୍କା ଚୋରି କରି ନେଇଯାଇଛନ୍ତି.
Read More News
T & CPrivacy PolicyContact Us