Download Now Banner

This browser does not support the video element.

ବଲାଙ୍ଗୀର: ଆଗାମୀ ୨୪ ଘଣ୍ଟା ରେ ବଜ୍ରପାତ ସହ ବର୍ଷାର ସମ୍ଭାବନା ଜିଲ୍ଲାକୁ ୟେଲୋ ୱାର୍ଣିଂ

Balangir, Balangir | Sep 5, 2025
ଆଗାମୀ ୨୪ ଘଣ୍ଟା ପାଇଁ ବଲାଙ୍ଗୀର ସହିତ ସମଗ୍ର ଓଡ଼ିଶାରେ ପାଣିପାଗ ବିଭାଗର ସତର୍କ ସୂଚନା ଜାରି। ବଲାଙ୍ଗୀରରେ ବଜ୍ରପାତ ସହ ଅନିୟମିତ ବର୍ଷା ହେବାର ସମ୍ଭାବନା ରହିଛି ତେଣୁ ଜିଲ୍ଲା କୁ ୟେଲୋ ୱାର୍ଣିଂ। ୩୦ରୁ ୪୦ କି.ମି. ବେଗରେ ପବନ ବହିପାରେ। ସାଧାରଣ ଲୋକଙ୍କୁ ସତର୍କ ରହିବାକୁ, ବିଶେଷକରି ଖୋଲାଖେତରେ ରହିବାରୁ ବର୍ଜନ କରିବାକୁ ପାଣିପାଗ ବିଭାଗ ଆଜି ଅପରାହ୍ନ 2ଟା ସମୟରେ ନିର୍ଦ୍ଦେଶ ଦେଇଛି।
Read More News
T & CPrivacy PolicyContact Us