Download Now Banner

This browser does not support the video element.

ମାଲକାନଗିରି: ଜିଲ୍ଲା ସଦର ହଣ୍ଡରେଟ ନାଇଣ୍ଟିନ୍ କଲୋନୀରେ ଷ୍ଟେଟ ୟୁନିୟନ ଅଫ ଜର୍ନାଲିଷ୍ଟ ସାମ୍ବାଦିକ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ

Malkangiri, Malkangiri | Sep 28, 2025
ଆଜି ମାଲକାନଗିରି ଜିଲ୍ଲା ସଦର ହଣ୍ଡରେଟ ନାଇଣ୍ଟିନ୍ କଲୋନୀରେ ଷ୍ଟେଟ ୟୁନିୟନ ଅଫ ଜର୍ନାଲିଷ୍ଟ ସାମ୍ବାଦିକ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସଭାପତି ଏମ ଅମରେଶ କୁମାର, ଉପସଭାପତି ସର୍ବ କୁମାର ବିଶୋଇ, ମୁଖ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳ , ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, କୋଷାଧ୍ୟକ୍ଷ ସୁଶାନ୍ତ ମଣ୍ଡଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ତିଆଡିଙ୍କ ସହିତ ସଦସ୍ୟ ମନେ ଉପସ୍ଥିତ ଥିଲେ। ଏହି ଅବସରରେ ସଂଘର ବିଭିନ୍ନ ବିଷୟରେ ଆଲୋଚନା କରିଥିବା ବେଳେ ପରିଚୟପତ୍ର ପ୍ରଦାନ କରାଯାଇଥିଲା।
Read More News
T & CPrivacy PolicyContact Us