Download Now Banner

This browser does not support the video element.

ମାଲକାନଗିରି: ଚିତ୍ରକୋଣ୍ଡା ବିଧାୟକଙ୍କ ମହୁପଦର ଏବଂ କମାରପାଲି ପଂଚାୟତ ଗସ୍ତ : ଲଗାଣ ବର୍ଷାରେ କ୍ଷୟକ୍ଷତି ହୋଇଥିବା ପରିବାର ବର୍ଗଙ୍କୁ ଭେଟିଲେ ବିଧାୟକ

Malkangiri, Malkangiri | Aug 27, 2025
ଲଗାଣ ବର୍ଷାରେ ମାଥିଲି ବ୍ଲକ ମହୁପଦର ଏବଂ କମାରପାଲି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିବା ଶୁଣି ବର୍ଷାକୁ ଖାତିର ନ କରି ଆଜି ଭଳି ପବିତ୍ର ଗଣେଷ ପୂଜାରେ ଗ୍ରାମବାସୀ ଙ୍କ ନିକଟରେ ଦିନ ୨ଟା ସମୟରେ ପହଁଚିଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ବିଧାୟକଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା। ତେବେ ବିଧାୟକ ଆଜି ଗଣେଷ ପୂଜା ଅବସରରେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ହୋଇଥିବା ଗଣେଷ ପୂଜା ମଣ୍ଡପ ବୁଲି ଭଗବାନଙ୍କ ପୂଜାର୍ଚ୍ଚନା କରୁଥିଲେ। ସେହି ସମୟରେ ମାଥିଲି ବ୍ଲକ ର ଦୁର୍ଗମ ଅଂଚଳ କୁହାଯାଉଥିବା ମହୁପଦର ଏବଂ କମାରପାଲି ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଲଗା
Read More News
T & CPrivacy PolicyContact Us