Download Now Banner

This browser does not support the video element.

ବୌଦ୍ଧ ସଦର: ବିରନରସିଂହପୁର ଠାରେ ବିଜେପିର ସରସରା ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

Baudh Sadar, Boudh (Bauda) | Jun 11, 2025
ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରନରସିଂହପୁର ଠାରେ ଆଜି ଅପରାହ୍ନ ୨ ଘଣ୍ଟା ସମୟରେ ସରସରା ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ମଣ୍ଡଳ ସ୍ତରୀୟ କର୍ମଶାଳା ରେ ବୌଦ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ବିପ୍ରଚରଣ ମାହାନ୍ତି ଏବଂ ସରସରା ବିଜେପି ମଣ୍ଡଳ ସଭାପତି ଶେଷଦେବ ଛାନ୍ଦ ଯୋଗଦେଇ କେନ୍ଦ୍ର ସରକାରର ଏଗାର ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କର୍ମ ଶାଲା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ଲୋକ ମାନଙ୍କ ପାଖରେ ଫାଞ୍ଚାଇବା ପାଇଁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ l
Read More News
T & CPrivacy PolicyContact Us