Install App
sukindakhabar
This browser does not support the video element.
ଧର୍ମଶାଳା: କୁଆଖିଆ ସ୍ଥିତ ଶୁଭମ୍ ହୋଟେଲ ଠାରେ ଭାଜପା ପକ୍ଷରୁ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ
Dharmasala, Jajpur | Sep 4, 2025
କୁଆଖିଆ ସ୍ଥିତ ଶୁଭମ୍ ହୋଟେଲ ଠାରେ ଭାଜପା ପକ୍ଷରୁ ସେବା ପକ୍ଷ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିବା ଗୁରୁବାର ଅପରାହ୍ନ 4 ଘଟିକା ସମୟରେ ଦେଖିବାକୁ ମିଳିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!